ପେନଡ୍ରାଇଭ ଖୋଲିବ ଚିନ୍ମୟାନନ୍ଦଙ୍କ କଳା କାରନାମାର ରହସ୍ୟ !

ନୂଆଦିଲ୍ଲୀ: ପେନଡ୍ରାଇଭ ହିଁ କହିବ ସ୍ୱାମୀ ଚିନ୍ମୟାନନ୍ଦଙ୍କ କଳା କାରନାମାର ଗୁମର । ଯାହାକୁ ଖୋଜିବାକୁ ଏବେ ଲାଗିପଡିଛି ଏସଆଇଟି | ଚିନ୍ମୟାନନ୍ଦଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗର ତଦନ୍ତ ପାଇଁ ଏସଆଇଟି ପୀଡିତାଙ୍କ ରୁମକୁ ପାଞ୍ଚ ଘଣ୍ଟା ଯାଏଁ ତଲାସୀ କରିଛି | ପୀଡିତାଙ୍କ ସାଙ୍ଗ ଏସଆଇଟିକୁ ପେନଡ୍ରାଇଭ ଦେଇଥିବାବେଳେ ଏଥିରେ ଏମିତି କିଛି ଭିଡିଓ ରହିଛି ଯାହାକି ସ୍ୱାମୀଙ୍କ ରହସ୍ୟ ଖୋଲିବ | ଏଠାରେ ସୂଚନା ଥାଉ … Continue reading ପେନଡ୍ରାଇଭ ଖୋଲିବ ଚିନ୍ମୟାନନ୍ଦଙ୍କ କଳା କାରନାମାର ରହସ୍ୟ !